ଜଳେଶ୍ବର ଦୁଷ୍କର୍ମ ପରେ ହତ୍ଯା ଘଟଣା ରେ ପିଡୀତା ପରିବାରକୁ ଏକ ଲକ୍ଷ ଟଙ୍କା ର ସହାୟତା ଦେଲେ ପୂର୍ବତନ ମୂଖ୍ଯମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର , ରାଜ୍ଯ ବିଜେଡି କାର୍ଯ୍ଯକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜ ଙ୍କ ସମେତ ବହୂ ବରିଷ୍ଠ ବିଜେଡି ନେତୃବୃନ୍ଦ ପିଡୀତା ପରିବାର ନିକଟରେ ପହଞ୍ଚି ପରିବାର କୁ ସମେବେଦନା ଜଣାଇବା ସହ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି, ଦୋଷୀ ଙ୍କୁ କଠୋର ଦଣ୍ତ ଏବଂ ପିଡୀତା ପରିବାର କୁ ନ୍ଯାୟ ନମିଳିବା ପର୍ଯ୍ଯନ୍ତ ବିଜେଡି ଲଢେଇ ଜାରି ରଖିବ ବୋଲି ପ୍ରତିଶୃତି ଦେଇଛନ୍ତି #bjd #nabinpattnaik Surajtv
Baleshwar Sadar, Balasore | Nov 1, 2026