କଟକ ପୌରାଞ୍ଚଳ: ଦୁର୍ଘଟଣାରେ ଆହତ ମହିଳାଙ୍କୁ ଭେଟିଲେ କଟକ ସଦର ବିଧାୟକ
କଟକ ସଦର ନିର୍ବାଚନ ମଣ୍ଡଳୀର ୫୮ ନମ୍ବର ୱାର୍ଡ ନୂଆଗଡ଼ର ପ୍ରମିଳା ଶତପଥୀ ଦୁର୍ଘଟଣାରେ ଆହତ ହୋଇ ଶ୍ରୀଯା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ବିଧାୟକ ଇ. ପ୍ରକାଶ ସେଠୀ ହସ୍ପିଟାଲ ଯାଇ ତାଙ୍କୁ ସାକ୍ଷାତ କରିବା ସହ ଚିକିତ୍ସା ଓ ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି।