ଛତ୍ରପୁର: ଗଞ୍ଜାମ ଲକ୍ଷ୍ୟ ନିକେତନ ଓ ଅଗ୍ନିବୀର ଟ୍ରେନିଂକୁ ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ
ଗଞ୍ଜାମ ଜିଲ୍ଲାର ଲକ୍ଷ୍ୟ ନିକେତନ ସାଧନା କେନ୍ଦ୍ର ଓ ଅଗ୍ନିବୀର ଟ୍ରେନିଂ ଗ୍ରାଉଣ୍ଡର ବିକାଶ ନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ । କେନ୍ଦ୍ରଗୁଡ଼ିକର ପରିଚାଳନା ଓ ଯୁବପିଢ଼ିଙ୍କ ପ୍ରଶିକ୍ଷଣ ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଦିଆଗଲା ଗୁରୁତ୍ୱ ।