ସ୍ଥାନୀୟ ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇସାରିଛି ।ରାଜବୋଡାସମ୍ବର୍ ବିଇଓ ଶ୍ରୀଯୁକ୍ତ ଲୋକନାଥ ଭୋଇ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ଦ୍ଵିଦିବସୀୟ କ୍ରୀଡା ଉତ୍ସବର ଉଦଯାପନୀ ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀଯୁକ୍ତ ପହଣ୍ଡି ବିଜୟ ମେହେର ସଭାପତିତ୍ବ କରିଥିବା ବେଳେ ପଦ୍ମପୁର ବିଧାୟିକା ଶ୍ରୀମତୀ ବର୍ଷା ରାଣୀ ସିଂ ବରିହା 3ଟା ସମୟ ପାଖା ପାଖି ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଏସ.ଏମ.ସି ଅଧ୍ୟକ୍ଷାଶ୍ରୀମତୀ ବିନିଲତା ସାହୁ ,ସମାଜ ସେବୀ