Public App Logo
Jansamasya
News
पुलिस
Bjp
National
Police
Bihar
बिहार
बीजेपी
विधायक
Congress
Modi
Delhi
Viral
Crime
Odisha
Rajasthan
अमित_शाह
दिल्ली
Breakingnews
महिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
तेजस्वी_यादव
Uttarakhand
शादी

ବରଗଡ: ଝାରବନ୍ଧ ପୋଲିସ ପକ୍ଷରୁ ଅମଠି ଗ୍ରାମରେ ଚଢ଼ାଉ କରାଯାଇଥିବା ନେଇ ସୂଚନା ପ୍ରଦାନ କରାଗଲା

ନକଲି ଟ୍ରେଡ଼ମାର୍କ ବ୍ୟବହାର କରି ବିକ୍ରି କରୁଥିଲେ ବିଡି | ଅଭିଯୁକ୍ତକୁ ଗିରଫ କରି ସୋମବାର ସନ୍ଧ୍ୟା ୬ ଘଣ୍ଟା ସମୟରେ କୋର୍ଟ ଚାଲାଣ କଲା ଝାରବନ୍ଧ ପୋଲିସ | ସୂଚନା ଅନୁସାରେ ସମ୍ବଲପୁର ମୁଙ୍ଗାପଡା ଗ୍ରାମର ବିବେକ ପଟେଲଙ୍କ ଦୀର୍ଘ ୨୦ ବର୍ଷ ଧରି ମନ୍ଦିର ବିଡି ନାମକ ଏକ ପଞ୍ଜିକୃତ ବିଡି କମ୍ପାନୀ ଅଛି | ତେବେ ପଦ୍ମପୁର ଅମଠି ଗ୍ରାମର ରାଜେସ ଅଗ୍ରୱାଲ ନକଲି ଟ୍ରେଡ଼ମାର୍କ ବ୍ୟବହାର କରି ମନ୍ଦିର ବିଡି ଲୋଗୋ ଲଗାଇ ବଜାରରେ ବିକ୍ରି କରୁଥିବା ଅଭିଯୋଗ ପରେ ଝାରବନ୍ଧ ପୋଲିସ ଚଢ଼ାଉ କରିଥିଲା ।
ବରଗଡ: ଝାରବନ୍ଧ ପୋଲିସ ପକ୍ଷରୁ ଅମଠି ଗ୍ରାମରେ ଚଢ଼ାଉ କରାଯାଇଥିବା ନେଇ ସୂଚନା ପ୍ରଦାନ କରାଗଲା - Bargarh News