ନୟାଗଡ଼ରେ ପବିତ୍ର ବୋଇତ ବନ୍ଦାଣ ଯାତ୍ରା ବେଶ ଉତ୍ସାହର ସହ ପାଳିତ ହୋଇଯାଇଛି। ଓଡ଼ିଆ ନୌବାଣିଜ୍ୟ ପରମ୍ପରାର ସ୍ମୃତି ବହନ କରି ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ।