ଛତ୍ରପୁର: ଛତ୍ରପୁର ମହାନାଦପୁରରେ ବିଧାୟକଙ୍କ ସ୍ଥିତି ଅନୁଧ୍ୟାନ: କ୍ଷୟକ୍ଷତି ଆକଳନକୁ ନେଇ କଡ଼ା ନିର୍ଦ୍ଦେଶ
ଛତ୍ରପୁର ବ୍ଲକ ମହାନାଦପୁର ଗ୍ରାମରେ ଚାଲିଥିବା କ୍ଷୟକ୍ଷତି ସର୍ଭେ କାର୍ଯ୍ୟର ଅନୁଧ୍ୟାନ କଲେ ବିଧାୟକ। ସରକାରୀ ସହାୟତା ଯେପରି ସ୍ୱଚ୍ଛତାର ସହ ହିତାଧିକାରୀଙ୍କ ପାଖରେ ପହଞ୍ଚିବ ସେନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବା ସହ ଗ୍ରାମବାସୀଙ୍କୁ ସଚେତନ କରିଛନ୍ତି।