ପୁରୀ: ପୁରୀରେ କଂଗ୍ରେସର ପ୍ରତିବାଦ: ଭୋଟ ବଚାଓ ଦେଶ ବଚାଓ ନାରାରେ କମ୍ପିଲା ସହର
Puri, Puri | Oct 23, 2026
ଭୋଟରଙ୍କ ଅଧିକାର ଓ ଗଣତନ୍ତ୍ରର ସୁରକ୍ଷା ଦାବିରେ ପୁରୀ ଟାଉନ କଂଗ୍ରେସ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା। ସୁବାଷ ବୋଷ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା ହୋଇଥିଲା। ଏହି ସମୟରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯାଇଛି।