ଫୁଲବାଣୀ ସହର: ଫୀରିଙ୍ଗିଆ ଠାରେ 17 ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ ସମ୍ବର୍ଧନାସଜଣାଇଲେ CRPF ଯବାନ
17 ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲକ୍ଷ୍ନୌ ଉତ୍ତର ପ୍ରଦେଶ ଯାତ୍ରl ରୁ ଫେରି ସ୍ବାଗତ ସମ୍ବର୍ଦ୍ଧନା କାର୍ଯକ୍ରମ ଫୁଲବାଣୀ 04.10.2025 କନ୍ଧମାଳ ଜିଲ୍ଲା କେନ୍ଦ୍ର ସରକାର ଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରାଳୟ ଭାରତ ସରକାର ଶାଖା ମାଇ ଭାରତ ଫୁଲବାଣୀ ଓ 127 ସି ଆର ପି ଫ ବାଲିଗୁଡା ର ମିଳିତ ଆନୁକୂଲ୍ୟରେ 17ତମ ଆଦିବାସୀ ଯୁବ ଭାବ ବିନିମୟ କାର୍ଯ୍ୟକ୍ରମ ପାଇଁ କନ୍ଧମାଳ ଦଳ ଲ କ୍ଷ୍ଣ ଉତ୍ତର ପ୍ରଦେଶ ଅଭିମୁଖେ ଯାତ୍ରା କରି କଂଧମାଳ ଫେରି ଆସି ଥିଲେ l ଏହି ଅବସରରେ କଂଧମାଳ ଦଳ ଫିରିଙ୍ଗିଆ ଫେରିବା ପରେ ମlଶ୍ରିପ ଡା ଛକ ଫିରିଙ୍ଗିଆ ଠାରେ ସମିତି