ନୂଆପଡା: ଲଖନାରେ ଅଲ ଇଣ୍ଡିଆ ନୃତ୍ୟ ପ୍ରତିଯୋଗିତା: ବିଜେତାଙ୍କୁ ମିଳିଲା ବଡ଼ ପୁରସ୍କାର
ଲଖନା ଦୁର୍ଗା ପୂଜା କମିଟି ପକ୍ଷରୁ ଆୟୋଜିତ ହୋଇଛି ଅଲ ଇଣ୍ଡିଆ ନୃତ୍ୟ ପ୍ରତିଯୋଗିତା। ଏଥିରେ ଗ୍ରୁପ ଡାନ୍ସରେ 25 ହଜାର ଓ ସୋଲୋ ଡାନ୍ସରେ 10 ହଜାର ଟଙ୍କାର ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ନୂଆପଡା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।