Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi
Politics

ବୌଦ୍ଧ ସଦର: ଆସନ୍ତାକାଲି ବୌଦ୍ଧ ସହର ସମେତ ଏହାର ଆଖପାଖ ଅଞ୍ଚଳରେ ସକାଳ ୭ଟା ସମୟରୁ ୧୧ଟା ପଯ୍ୟନ୍ତ ବିଦୂତ ସରବରାହ ବନ୍ଦ ରହିବା ନେଇ ସୂଚନା ଜାରି

ଆଜି ସନ୍ଧ୍ୟା ୭ ସମୟରେ ବୌଦ୍ଧ ଟାଟାପାୱାର ସୂତ୍ରରୁ ଜାରି ହୋଇଥିବା ସୂଚନା ଅନୁସାରେ l ଆସନ୍ତାକାଲି ବୌଦ୍ଧ ସହର ସମେତ ଏହାର ଅଖପାଖ ଅଞ୍ଚଳରେ ସକାଳ ୭ଟା ସମୟରୁ ୧୧ଟା ପଯ୍ୟନ୍ତ ବିଦୂତ ସରବରାହ ବନ୍ଦ ରହିବ l ଟାଟାପାୱାର ପକ୍ଷରୁ ବୌଦ୍ଧ ସ୍ଥିତି ୩୩କେଭି ମରାମତି ଓ଼ ରକ୍ଷଣ ବିକ୍ଷଣ ନିମନ୍ତେ ବନ୍ଦ ରହିବ
ବୌଦ୍ଧ ସଦର: ଆସନ୍ତାକାଲି ବୌଦ୍ଧ ସହର ସମେତ ଏହାର ଆଖପାଖ ଅଞ୍ଚଳରେ ସକାଳ ୭ଟା ସମୟରୁ ୧୧ଟା ପଯ୍ୟନ୍ତ ବିଦୂତ ସରବରାହ ବନ୍ଦ ରହିବା ନେଇ ସୂଚନା ଜାରି - Baudh Sadar News