ସୁକିନ୍ଦା: ବ୍ୟାସନଗରରେ କାଳୀପୂଜା ଓ ଭସାଣି ପାଇଁ ପ୍ରଶାସନିକ ପ୍ରସ୍ତୁତି, ବୈଠକରେ ହେଲା ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ବ୍ୟାସନଗରରେ କାଳୀପୂଜା ଓ ଭସାଣି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ବିଧାୟକ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଟ୍ରାଫିକ୍, ପାନୀୟ ଜଳ, ବିଦ୍ୟୁତ୍ ଓ ଆଇନଶୃଙ୍ଖଳା ସମ୍ପର୍କରେ ହୋଇଛି ଆଲୋଚନା।