ପାଲଲହଡା: ପାଳଲହଡା ଓଡ଼ଶ ଗ୍ରାମରେ ଆରମ୍ଭ ହେଲା ସତୁରୀତମ ଦଶହରା ଓ ମା ଦୁର୍ଗାଙ୍କ ପୂଜା
ପାଳଲହଡା ବ୍ଲକ ଖମାର ପଞ୍ଚାୟତର ଓଡ଼ଶ ଗ୍ରାମରେ ଓଡ଼ଶ ତରୁଣ ସଂଘ ଦ୍ୱାରା ସତୁରୀତମ ଦଶହରା ମହୋତ୍ସବ ଏବଂ ଏଗାରତମ ମା ଦୁର୍ଗା ପୂଜା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ଅଶୋକ ମହାନ୍ତି ଯୋଗଦେଇ କୃତ୍ତି ପ୍ରତିଯୋଗୀଙ୍କୁ ପୁରସ୍କାର ବିତରଣ କରିଛନ୍ତି।