ତେଲକୋଇ: ଭିମକାଣ୍ଡ ଆଦିବାସୀ ଛାତ୍ରୀ ନିବାସ ପାଇଖାନା ଘରେ ପଡ଼ି ଛାତ୍ରୀ ମୃତ। ହତ୍ୟା ସନ୍ଦେହ ନେଇ ପରିବାର ଆଣିଲେ ଥନାରେ ଅଭିଯୋଗ
ଆଦିବାସୀ ଛାତ୍ରୀ ନିବାସ ପାଇଖାନା ଘରେ ପଡ଼ି ଛାତ୍ରୀ ମୃତ। ହତ୍ୟା ସନ୍ଦେହ ନେଇ ପରିବାର ଆଣିଲେ ଥନାରେ ଅଭିଯୋଗ । ଆଦିବାସୀ ଛାତ୍ରୀ ନିବାସ ପାଇଖାନା ଘରେ ପଡ଼ି ଜଣେ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି,ଆଜି ସକାଳେ ପାଇଖାନକୁ ଯାଇଥିବା ବେଳେ ଅସାବଧାନତା ବଶତଃ ପଡ଼ି ଯାଇଥିଲେ, ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି, ଗୁରୁତର ଅବସ୍ଥାରେ ତାଙ୍କୁ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଛନ୍ତି,ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମାକାଣ୍ଡ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ