ବାଲେଶ୍ବର ସଦର: ବାଲେଶ୍ୱର ଜିଲ୍ଲା ସ୍କୁଲରେ ଉର୍ଦ୍ଦୁ ଶିକ୍ଷକ ନିଯୁକ୍ତି ପାଇଁ ଦାବି
ବାଲେଶ୍ୱର ଜିଲ୍ଲା ସ୍କୁଲରେ ଉର୍ଦ୍ଦୁ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ପାଠ ପଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏନେଇ ଅଭିଭାବକ ଓ ମୁସଲିମ୍ ସଂଗଠନ ପକ୍ଷରୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।