Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana

କାଳବୈଶାଖୀ ପ୍ରଭାବରେ ଘଡଘଡି ପଡି ବାସଗୃହ ଭସ୍ମୀଭୂତ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରେଢୁଆ ବାରତିରା ଗ୍ରାମରେ । ବାରତିରା ଗ୍ରାମର ଅନିତା ନାୟକଙ୍କ ଘର ଘଡଘଡି ପଡି ସମ୍ପୂର୍ଣ ଭସ୍ମିଭୁତ ହୋଇଯାଇଛି । ଆଜି ଅପରାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଛି । ହଠାତ କାଳବୈଶାଖୀ ହେବାରୁ ଘଡଘଡି ପଡି ଏହି ଦୁର୍ଘଟଣା ଘଟିଛି । ଯାହାଦ୍ୱାରା ତାଙ୍କ ଘର ସମ୍ପୂର୍ଣ ଭସ୍ମୀଭୂତ ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି । ଘରର ସମସ୍ତ ଆସବାବପତ୍ର ପୋଡିଯିବା ସହ ଏକ ଛଣଗଦା ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଅସହାୟ ବିଧବା ମହିଳା ଅନିତା ନାୟକଙ୍କୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହେଉଛି । #apnodia #dmjagatsinghpur #followers #kalabaisakhi #jagatsinghpur

କାଳବୈଶାଖୀ ପ୍ରଭାବରେ ଘଡଘଡି ପଡି ବାସଗୃହ ଭସ୍ମୀଭୂତ । ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ରେଢୁଆ ବାରତିରା ଗ୍ରାମରେ । ବାରତିରା ଗ୍ରାମର ଅନିତା ନାୟକଙ୍କ ଘର ଘଡଘଡି ପଡି ସମ୍ପୂର୍ଣ ଭସ୍ମିଭୁତ ହୋଇଯାଇଛି । ଆଜି ଅପରାହ୍ନ ସମୟରେ ଏହି ଦୁର୍ଘଟଣା ଘଟିଛି । ହଠାତ କାଳବୈଶାଖୀ ହେବାରୁ ଘଡଘଡି ପଡି ଏହି ଦୁର୍ଘଟଣା ଘଟିଛି । ଯାହାଦ୍ୱାରା ତାଙ୍କ ଘର ସମ୍ପୂର୍ଣ ଭସ୍ମୀଭୂତ ହୋଇ ବ୍ୟାପକ କ୍ଷୟକ୍ଷତି ଘଟିଛି । ଘରର ସମସ୍ତ ଆସବାବପତ୍ର ପୋଡିଯିବା ସହ ଏକ ଛଣଗଦା ସମ୍ପୂର୍ଣ ଜଳିପୋଡି ପାଉଁଶ ହୋଇଯାଇଛି । ଅସହାୟ ବିଧବା ମହିଳା ଅନିତା ନାୟକଙ୍କୁ ସରକାରୀ ସହାୟତା ପାଇଁ ସାଧାରଣରେ ଦାବି ହେଉଛି । #apnodia #dmjagatsinghpur #followers #kalabaisakhi #jagatsinghpur - Jagatsinghapur News