Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Uttarpradesh

ଛତ୍ରପୁର: ଚମାଖଣ୍ଡି ନିକଟସ୍ଥ ଜାତୀୟ ରାଜପଥରେ ଓଲଟିଲା ମାଛ ଗାଡ଼ି , ଅଳ୍ପକେ ବର୍ତିଲେ ଚାଳକ ଓ ହେଲପର

Chhatrapur, Ganjam | Jul 6, 2025
ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ଟିଟାନିୟମ କମ୍ପାନୀ ନିକଟରେ ଏକ ମାଛ ବୋଝେଇ ଟ୍ରକ ଭାରସ୍ୟାମ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା ।ଯାହା ଫଳରେ ରାସ୍ତାର ଗୋଟିଏ ପାର୍ଶ୍ଵରେ ଯାତାୟାତ ବନ୍ଦ ରହିଥିଲା। ରବିବାର ସଂଧ୍ୟାରେ ଏଭଳି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି।
ଛତ୍ରପୁର: ଚମାଖଣ୍ଡି ନିକଟସ୍ଥ ଜାତୀୟ ରାଜପଥରେ ଓଲଟିଲା ମାଛ ଗାଡ଼ି , ଅଳ୍ପକେ ବର୍ତିଲେ ଚାଳକ ଓ ହେଲପର - Chhatrapur News