କଣ୍ଟାବାଞ୍ଜି: ସିନ୍ଧେକେଲାରେ ଚୈତନ୍ୟ ଦେବୀଙ୍କ ଭବ୍ୟ ଝାଙ୍କି ଉଦ୍ଘାଟିତ
ସିନ୍ଧେକେଲା ବ୍ରହ୍ମାକୁମାରୀ ସଂସ୍ଥା ଦ୍ୱାରା ଆୟୋଜିତ ପଞ୍ଚଦିବସୀୟ ଆଧ୍ୟାତ୍ମିକ ମହୋତ୍ସବର ତୃତୀୟ ଦିନରେ ଚୈତନ୍ୟ ଦେବୀଙ୍କ ଭବ୍ୟ ଝାଙ୍କି ଉଦ୍ଘାଟିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଆଧ୍ୟାତ୍ମିକ ଚେତନା ଉପରେ ମତ ରଖିଛନ୍ତି।