ଲଗାଣ ବର୍ଷା ଯୋଗୁଁ ବଢୁଛି ମହାନଦୀ ଜଳସ୍ତର
ଚଳିତ ବର୍ଷ ମହାନଦୀରେ ସର୍ବାଧିକ ପାଣି ରେକର୍ଡ
ମୁଣ୍ଡଳୀରେ ୮୮ ଫୁଟ ଜଳସ୍ତର, ବିପଦ ସଙ୍କେତ ୯୯ ଫୁଟ୍
ତଳିଆ ଅଞ୍ଚଳକୁ ୬ ଲକ୍ଷ ୬୯ ହଜାର କ୍ୟୁସେକ ପାଣି ପ୍ରବାହିତ
ତୁହାକୁ ତୁହା ବର୍ଷା ଯୋଗୁଁ ଫୁଲୁଛି ଜଳକା ନଦୀ
ବିପଦ ସଙ୍କେତ ଛୁଇଁଲା ଜଳକା ନଦୀର ଜଳସ୍ତର
ବସ୍ତା ମଥାନୀ ନିକଟରେ ବିପଦ ସଙ୍କେତ ୬.୫୦
ବସ୍ତାର ବିଭିନ୍ନ ଅଞ୍ଚଳରେ ବନ୍ୟା ଆଶଙ୍କା