#ଜନ୍ମଦିନକୁ_ଅଲବିଦା_ଜଣେ_ଆଦର୍ଶ ବ୍ୟକ୍ତି ଭଦ୍ରକ ଜିଲ୍ଲାର ତିହିଡି ଥାନା ଅନ୍ତର୍ଗତ ବାସର ପଞ୍ଚାୟତର ଦିଲ୍ଲୀପ ମିଶ୍ର ନାମକ ଜଣେ ବ୍ୟକ୍ତି ବନ୍ୟା ବିପ୍ପନ୍ନଙ୍କ ଦୁଃଖ ସୁଖର ସାଥି ସାଜିଛନ୍ତି! #Odisha #socialworker #birthdaycelebration #floodcontrol #OdishaSangram
Jagatsinghapur, Jagatsinghpur | Aug 21, 2026