#ଲିପ୍ଭିରେ_ଫସିରହିଲେ_ଘରୋଇ_ସ୍କୁଲର_ଗୁରୁଜୀ_ଗୁରୁମା
ଯାଜପୁର ଜ଼ିଲ୍ଲାପାଳଙ୍କ କାର୍ଯ୍ୟଳୟରେ ଲିପ୍ଟ ଅଚଳ ହୋଇଯିବାରୁ ୪୦ ମିନିଟରୁ ଉର୍ଦ୍ଧ ସମୟ ଲିପ୍ଟ ଭିତରେ ଫସିରହିଲେ ଘରୋଇ ସ୍କୁଲର ଗୁରୁଜୀ ଗୁରୁମା l ଦୀର୍ଘ ସମୟ ବ୍ୟବଧାନ ପରେ ଉଦ୍ଧାର ହେଲେ ଗୁରୁଜୀ ଗୁରୁମା l ଲିପ୍ଟ ଭିତରେ ୬ ଜଣ ଫସି ରହିଥିଲେ। ଜିଲ୍ଲାପାଳ ଅଫିସରେ ଦୁଇ ନମ୍ବର ଲିପ୍ଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏକ ଅଭିଯୋଗ ନେଇ ଜ଼ିଲ୍ଲାପାଳ ଅଫିସ ଆସିଥିଲେ ଉଭୟ ଶିକ୍ଷକ। ଜିଲ୍ଲାପାଳ ଉପର ମହଲାରେ ଥିବା ଜାଣି ଲିଫ୍ଟ ଯୋଗେ ଯାଉଥିବା ସମସ୍ୟରେ ଏଭଳି ଘଟଣା ଘଟିଛି। ଏଭଳି ଘଟଣା ଯାଜପୁର ଜିଲ୍ଲାପାଳ ଅଫିସରେ ପ୍ରଥମ ଥର ନୁହେଁ ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବହୁ ସମୟ ଲିଫ୍ଟ ଅଚଳ ହୋଇ ପଡିଥିବା ଦେଖିବାକୁ ମିଳିଥାଏ। ତେବେ ଏଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି।
.#Jajpur #Aeiodisha #jajpuradministration #JajpurNews #jajpurkhabar #lntvnetwork
Bhubaneswar M Corp, Khordha | Jul 29, 2026