Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Coronavirus
किसान
कांग्रेस
Accident
Congress
Modi
Delhi
Viral
Up
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Kerala
Rahulgandhi
Chhattisgarh
Uttarpradesh
Haryana
image
image
image
image
image

#ବସ୍ତା_ବିଜୁ_ଜନତାଦଳ_ପକ୍ଷରୁ_ସାମ୍ବାଦିକ_ସମ୍ମିଳନୀ । #ବିଧାୟିକା_ସୁବାସିନୀ_ଓ_ପ୍ରଶାସନୀକ_ଅଧିକାରୀଙ୍କ_ବର୍ଷ_ପୁର୍ତ୍ତି_ଉତ୍ସବକୁ_ବିଜେଡିର_ବିରୋଧ ବିଧାୟିକା ସୁବାସୀନି ଜେନାଙ୍କ ଦୁଇ ବର୍ଷ ପୁର୍ତ୍ତି ଅବସରରେ ବସ୍ତା ବିଡିଓ ମିହିର ରଞ୍ଜନ ବେହେରା ଓ ବାଲିଆପାଳ ବିଡିଓ ରାଧା ରଞ୍ଜନ ଦାଶଙ୍କ ଉପସ୍ଥିତିକୁ ବସ୍ତା ବିଜୁ ଜନତା ଦଳ ପକ୍ଷରୁ ତୀବ୍ର ସମାଲୋଚନା । ଏ ନେଇ ଆଜି ବାଲେଶ୍ଵର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳୀ ମଥାନୀ କଟି ପୋଲ ପ୍ରିନ୍ସ କଲ୍ୟାଣ ମଣ୍ଡପ ଠାରେ ବସ୍ତା ବ୍ଲକ ସଭାପତି ମହାଦେବ ଦାସ ଙ୍କ ନେତୃତ୍ବରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। Pradip Jena Bjd Fan Odisha Goutambuddha Das Naveen Patnaik Rajkishore Behera Manas Ranjan Behera Rajesh Behera #mahimatv #BASTA #bjd

Basta, Balasore | Jul 10, 2026

MORE NEWS