Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଖଲ୍ଲିକୋଟ୍: ଖଲ୍ଲିକୋଟରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ, ଦେବୀ ସୁଭଦ୍ରାଙ୍କ ରଥ ଟାଣିଲେ ଶତାଧିକ ମହିଳା

Khalikote, Ganjam | Jul 5, 2025
ଖଲ୍ଲିକୋଟ ରେ ବାହୁଡ଼ା ଯାତ୍ରା, ବାହୁଡ଼ିଲେ ମହାବାହୁ। ଶ୍ରୀ ଗୁଣ୍ଡିଚା ରେ ନବଦିନାତ୍ମକ ଯାତ୍ରା ରେ ଯାଇ ଜନ୍ମବେଦୀ ରେ ଲୀଳା ଖେଳା ସାରି ଆଜି ବାହୁଡା ଯାତ୍ରା ରେ କର୍ମବେଦୀ କୁ ଫେରିଛନ୍ତି ମହାବାହୁ। ସନ୍ଧ୍ୟା ସାଢ଼େ ୬ ଟା ସମୟରେ ନନ୍ଦିଘୋଷ ରଥ ନୃସିଂହ ମଠ ସମ୍ମୁଖରେ ଅଟକିବା ପରେ ବଡଦେଉଳ ରୁ କ୍ରୋଧ ଜର୍ଜରିତ ମହାଲକ୍ଷ୍ମୀ ଆସିଥିଲେ। ରଥ ନିକଟରେ ସେବାୟତ ନୃସିଂହ ନାଥ ସାହୁ ସୁନ୍ଦର ଗୀତ ମାଧ୍ୟମ ରେ ଲକ୍ଷ୍ମୀ ନାରାୟଣ ଭେଟ କରାଇଥିଲେ। ମହାଲକ୍ଷ୍ମୀ ବାହୁଡି ଯିବା ପରେ ଭକ୍ତ ମାନେ ନନ୍ଦିଘୋଷ ରଥ କୁ ଟାଣି ସିଂହଦ୍ୱାର ରେ ଲଗାଇଥିଲେ।