ରଥଯାତ୍ରା ୨୦୨୬: ଏକ ସୁରକ୍ଷିତ ଓ ସୁଗମ ପର୍ବ ପାଇଁ ପୁରୀ ପୋଲିସ ପ୍ରସ୍ତୁତ
ପୁରୀ ଏସପି ପ୍ରତୀକ ସିଂ ଆଗାମୀ ରଥଯାତ୍ରା ୨୦୨୬ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
✅ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ
✅ ଉନ୍ନତ ଜନଗହଳି ନିୟନ୍ତ୍ରଣ ବ୍ୟବସ୍ଥା
✅ ଟ୍ରାଫିକ ନିୟନ୍ତ୍ରଣ ଏବଂ ପାର୍କିଂ ବ୍ୟବସ୍ଥା
✅ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଟିମ୍ ପ୍ରସ୍ତୁତ
✅ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ସୁବିଧା ଉପରେ ବିଶେଷ ଧ୍ୟାନ
ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଯେପରି ଏହି ମହାପର୍ବରେ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ଅଂଶଗ୍ରହଣ କରିପାରିବେ, ତାହା ନିଶ୍ଚିତ କରିବାକୁ ପୁରୀ ପୋଲିସ ପ୍ରତିବଦ୍ଧ।
ସୁରକ୍ଷିତ ଯାତ୍ରା, ସୁଗମ ଯାତ୍ରା !! #dinaratitv #TheCommonTimes #puri #purijagannath