ପୁରୀ: ପୁରୀରେ କଂଗ୍ରେସର ପ୍ରତିବାଦ: ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କୁଶପୁତ୍ତଳିକା ଦାହ
Puri, Puri | Oct 23, 2026
ଭୋଟରଙ୍କ ଅଧିକାର ସୁରକ୍ଷା ଦାବିରେ ପୁରୀରେ କଂଗ୍ରେସର ବିକ୍ଷୋଭ। ସୁବାଷ ବୋଷ ଛକରୁ ଶୋଭାଯାତ୍ରା ବାହାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଜ୍ଞାନେଶ କୁମାରଙ୍କ କୁଶପୁତ୍ତଳିକା ଦାହ କଲେ କଂଗ୍ରେସ କର୍ମୀ।