ଟଙ୍କାଗଣାଚାଲିଛି ବାବୁ ଦଶହରା ଖର୍ଚ୍ଚ ନେଇ ଯାଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ।
କଟକ ଜଗତପୁର ମହାନଦୀ ନର୍ଥ ଡିଭିଜନ ର ଅଧିକ୍ଷଣ ଯନ୍ତ୍ରୀ ପ୍ରଶନଜିତ୍ ଦାସ ବିଳମ୍ବିତ ରାତିରେ ଲାଞ୍ଚ ଟଙ୍କା ନେଇ ବୋଲେରୋ ରେ ଯିବା ସମୟରେ ଭୁବନେଶ୍ୱରରେ ଭିଜିଲାନ୍ସ ହାତରେ ଧରାପଡିଲେ ।
ଗାଡ଼ିରୁ ୭ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଓ ଘରୁ ୧୪ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଜବତ କରିଛି ଭିଜିଲାନ୍ସ।
କେତେ ଦୁର୍ନୀତି କରିଥିଲେ ଯେ ଦଶହରା ଖର୍ଚ୍ଚ ୭ଲକ୍ଷ ପାଇଥିଲେ କେତେ ବିଲ୍ ପାସ୍ କରିଛନ୍ତି ଏହାର ତଦନ୍ତ ହେବା ଆବଶ୍ୟକ।
Vigilance Department Odisha Ministry of Jal Shakti, Department of Water Resources, RD & GR#damanbanilive
Anugul, Angul | Oct 17, 2026