Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

କଟକ ପୌରାଞ୍ଚଳ: ପୀର ବଜାର ଭାଣପୁର ଅଞ୍ଚଳରୁ କାର ଚୋରି କରିବା ଘଟଣା, ଦୀର୍ଘ ବର୍ଷ ପରେ ୩ ଜଣଙ୍କୁ ଗିରଫ କଲା ସଦର ଥାନା ପୋଲିସ

କଟକ ପୀର ବଜାର ଭାଣପୁର ଅଞ୍ଚଳରୁ କାର ଚୋରି କରିବା ଘଟଣାରେ ଦୀର୍ଘ ବର୍ଷ ପରେ ୩ ଜଣଙ୍କୁ ଗିରଫ କରିଛି କଟକ ସଦର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ବଳରାମ ନାୟକ, ଦିପେନ ମହନ୍ତ ଓ କୁନା ନାୟକ। ଏ ନେଇ ରବିବାର ରାତି ୧୦.୩୦ ମିନିଟ ସମୟରେ ସୂଚନା ଦେଇଛନ୍ତି ଥାନା ଅଧିକାରୀ। ସମସ୍ତ ଅଭିଯୁକ୍ତଙ୍କୁ ଆଜି ରାତି ୮ ଟା ସମୟରେ କୋର୍ଟ ଚାଲାଣ କରାଯାଇଥିଲା। ଜାନୁଆରୀ ମାସ ୨୦୨୧ ମସିହାରେ ଏହି ଅଭିଯୁକ୍ତ ମାନେ ଏକ ଟାଭେରା କାର ଚୋରି କରି ନେଇ ଫେରାର ହୋଇଯାଇଥିଲେ।