Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
Gujarat
भाजपा
Congress
Modi
Delhi
Viral
मारपीट
Jharkhand
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
मंत्री

ଗୋବିନ୍ଦପୁର: ଗୋବିନ୍ଦପୁର ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ମୃଣ୍ମୟୀ ଦେବୀ ଦୁର୍ଗାଙ୍କ ମୃତ୍ତିକା ଆନୟନ ଉତ୍ସବ ଅନୁଷ୍ଠିତ

Govindpur, Sambalpur | Sep 14, 2025
ବାମରା ବ୍ଲକ ସଦର ମହକୁମା ସ୍ଥିତ ଗୋବିନ୍ଦପୁର ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷରୁ ମୃଣ୍ମୟୀ ଦେବୀ ଦୁର୍ଗାଙ୍କ ମୃତ୍ତିକା ଆନୟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଲଗ୍ନ ଅନୁସାରେ ରବିବାର ସନ୍ଧ୍ୟା ୭ ଟା ସମୟରେ ପୂଜା ମଣ୍ଡପରୁ ଏକ ଶୋଭାଯାତ୍ରା ବାହାରି ମୁଣ୍ଡାଢ଼ିପା ପୁଲିସ ବନ୍ଧ ପହଞ୍ଚିଥିଲେ । ମୁଖ୍ୟ ଆଚାର୍ଯ୍ୟ ପଣ୍ଡିତ ଶ୍ରୀରାମ ପଣ୍ଡା ପାରମ୍ପରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିଲେ। ଆଚାର୍ଯ୍ୟ ପଣ୍ଡିତ ଦୀପ୍ତିରଞ୍ଜନ ମହାପାତ୍ର ସହଯୋଗ କରିଥିବା ବେଳେ, ବିନୟ କୁମାର ପଣ୍ଡା କର୍ତ୍ତା ଦାୟିତ୍ତ୍ୱ ତୁଲାଇଥିଲେ ।

MORE NEWS