ପୋଲସରା: କବିସୂର୍ଯ୍ୟନଗରରେ ମା’ କନକ ଦୁର୍ଗାଙ୍କ ଉଷା କୋଠି ଯାତ୍ରା: ବିଧାୟକଙ୍କ ଯୋଗଦାନ
କବିସୂର୍ଯ୍ୟନଗର ପୌର ପରିଷଦର ୧୩ ନଂ ୱାର୍ଡରେ ପାଳିତ ହେଲା ମା’ କନକ ଦୁର୍ଗାଙ୍କ ପବିତ୍ର ଉଷା କୋଠି ଯାତ୍ରା। ସ୍ଥାନୀୟ ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଯୋଗ ଦେଇ ମା’ଙ୍କ ଆଶୀର୍ବାଦ ନେଇଛନ୍ତି। କାର୍ଯ୍ୟକ୍ରମରେ ଗାହାଣ ଗଣ୍ଠି କଳା ପରିବେଷଣ କରାଯାଇଥିଲା।