ନର୍ଲା: ନର୍ଲା ସ୍ଥିତ ଖେଳ ପଡିଆ ଠାରେ ପ୍ରଥମ ସେମିଫାଇନାଲ ଜୁନାଗଡ଼ କୁ ହରାଇ ଚିଚର୍ଲା ବିଜୟୀ
ଆଜି ସୋମବାର ଦିନ ଅପରାହ୍ନ ତିନିଟା ସମୟରେ ନର୍ଲା ସ୍ଥିତ ହାଇସ୍କୁଲ୍ ଖେଳ ପଡିଆ ଠାରେ ଯୋଶୋ ଝୁନା ମୋମୋରିଆଲ ଫୁଟବଲ୍ ପ୍ରଥମ ସେମିଫାଇନାଲ ଜୁନାଗଡ଼ ଚିର୍ଚଲା ଦଳ ମଧ୍ୟରେ ସଂଘର୍ଷ ପୂର୍ଣ୍ଣ ପ୍ରତିଯୋଗୀତା ହୋଇଥଲା ଚିଚର୍ଲା ଦଳ ଜୁନାଗଡ଼ କୁ ହରାଇ ଫାଇନାଲ ରେ ପ୍ରବେଶ କରିଥିବା ସୂଚନା