ବାଲେଶ୍ବର ସଦର: ବାଲେଶ୍ୱରରେ 44 ଦିନିଆ ଶିଶୁ ଶ୍ରମିକ ବିରୋଧୀ ଅଭିଯାନ: ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ବାଲେଶ୍ୱରରେ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ପାଇଁ 2 ଅକ୍ଟୋବରରୁ 14 ନଭେମ୍ବର ପର୍ଯ୍ୟନ୍ତ 44 ଦିନିଆ ଅଭିଯାନ ହେବ। ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଛନ୍ତି।