ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡିରେ ଦୁର୍ଗା ବାହିନୀଙ୍କ ଭବ୍ୟ ନଗର ପରିକ୍ରମା
ନବମୀ ଅବସରରେ ପାରଳାଖେମୁଣ୍ଡିରେ ବିଶ୍ୱ ହିନ୍ଦୁ ପରିଷଦର ଦୁର୍ଗା ବାହିନୀ ପକ୍ଷରୁ ନଗର ପରିକ୍ରମା କରାଯାଇଛି। ମହିଳାଙ୍କ ମଧ୍ୟରେ ଆତ୍ମବିଶ୍ୱାସ ଓ ସାମାଜିକ ଜାଗରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।