କବିସୂର୍ଯ୍ୟନଗର: ବେଗୁନିଆପଡାରେ ଜିରୋ ନାଇଟ ଉପଲକ୍ଷେ ମଞ୍ଚସ୍ଥ ନାଟକ ଉପରେ ପ୍ରତିକ୍ରିୟା ରଖିଲେ ନିର୍ଦେଶକ ଓ କଳାକାର
ଗଞ୍ଜାମ ଜିଲ୍ଲା ବେଗୁନିଆପଡା ରେ ଜିରୋ ନାଇଟ ଉପଲକ୍ଷେ ଦୁଇଟି ସାମାଜିକ ନାଟକ ମଞ୍ଚସ୍ଥ ହୋଇଯାଇଛି । ଏହି ଯାତ୍ରା ନିର୍ଦେଶକଙ୍କୁ ସାମ୍ନାନୀତ କାର୍ଯ୍ୟକ୍ରମ ଅବସରରେ ମା ବଡ଼ ରାଉଳ ଙ୍କ ପିଠରେ ବୁଧବାର ଅପରାହ୍ନ 5 ଘଣ୍ଟ ସମୟରେ ପ୍ରତିକ୍ରିୟା ରଖିଲେ ନାଟ୍ୟ ନିର୍ଦେଶକ ଓ କଳାକାର ।