ଟ୍ରେନ୍ ଭିତରେ ମହିଳାଙ୍କ ରୁଦ୍ର ରୂପ,
ଖରାପ କମେଣ୍ଟ କରିବାରୁ ଯୁବକଙ୍କୁ ଚୁଟି ଧରି ନିସ୍ତୁକ ଛେଚିଲେ !
ଟ୍ରେନ୍ ବଗି ଭିତରେ ଜଣେ ମହିଳା ଜଣେ ଯୁବକଙ୍କୁ ନିସ୍ତୁକ ପିଟୁଥିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଉକ୍ତ ଯୁବକ ଜଣକ ମହିଳାଙ୍କୁ ଅଶ୍ଳୀଳ ତଥା ଅପମାନଜନକ ମନ୍ତବ୍ୟ ଦେଇଥିଲେ, ଯେଉଁଥିପାଇଁ ମହିଳା ଜଣକ ରାଗିଯାଇ ତାଙ୍କୁ ସର୍ବସମ୍ମୁଖରେ ପିଟିଥିଲେ। ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳୁଛି ଯେ, ମହିଳା ଜଣକ ଯୁବକଙ୍କ ଚୁଟି ଧରି ଟାଣିବା ସହ ତାଙ୍କୁ ଲଗାତାର ଚାପୁଡ଼ା ମାରୁଛନ୍ତି ଏବଂ ତଳକୁ ଝୁଙ୍କାଇ ଦେଉଛନ୍ତି। ଅନ୍ୟ ଯାତ୍ରୀଙ୍କ ଉପସ୍ଥିତିରେ ମହିଳା ଜଣକ ଯୁବକଙ୍କୁ ତାଙ୍କର ଏଭଳି ଅଭଦ୍ରାମୀ ପାଇଁ ଜବାବ ମାଗିବା ସହ ଭୁଲ୍ ସ୍ୱୀକାର କରିବାକୁ ବାଧ୍ୟ କରୁଥିବା ଏହି ଭିଡିଓରେ ଦେଖାଯାଇଛି।
#WomenEmpowerment
#TrainViralVideo #InstantJustice #AngryWoman #OdiaNews #ViralOdia #KalingaNews #TrendingVideo #LiveKutai
@followers
Star 🌟sender Followers
@