ରେମୁଣା: ରେମୁଣା ବ୍ଲକ କାଶିମପୁରରେ ବନ୍ୟା ପ୍ରଭାବିତଙ୍କୁ ରିଲିଫ୍ ଚାଉଳ ବଣ୍ଟନ
ରେମୁଣା ବ୍ଲକ ବଡପାଳ ପଞ୍ଚାୟତର କାଶିମପୁର ବାତ୍ୟା ଆଶ୍ରୟସ୍ଥଳୀରେ ବନ୍ୟା କ୍ଷତିଗ୍ରସ୍ତଙ୍କୁ ସରକାରୀ ରିଲିଫ୍ ଚାଉଳ ବଣ୍ଟନ କରାଯାଇଛି। ସରପଞ୍ଚ କମଳ ଲୋଚନ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି।