Public App Logo
Jansamasya
Bjp
National
Bihar
���ीजेपी
Uttar_pradesh
Congress
Modi
Delhi
Viral
Jharkhand
���िल्ली
Breakingnews
Madhya_pradesh
Pmmodi
Rahulgandhi
Haryana
Sambalpur
Cyclone
���ादी
Crimenews
Karnataka
Bareilly
���प
Agra
Biharnews
Jodhpur
Fatehpur
Kanganaranaut
Amitshah
No video available

ସୁନ୍ଦରଗଡ ସହର: ଟପରିଆ ଠାରେ ଟ୍ରଲର ଓ ବାଇକ ମୁହାଁମୁହିଁ ଧକ୍କା, ୨ ବାଇକ ଆରୋହୀ ଗୁରୁତର

ଟପରିଆ ଠାରେ ଟ୍ରଲର ଓ ବାଇକ ମୁହାମୁହିଁ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର.. ବାଙ୍କୀବାହାଲ ଟପରିଆ ରାସ୍ତା ର ଟପରିଆ ଠାରେ ଟ୍ରଲର ଓ ବାଇକ ମୁହାମୁହିଁ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ର ଜଣା ପଡ଼ିଚି, ଗୁରୁତର ଦୁଇ ବାଇକ ଆରୋହୀ ମାନେ ହେଲେ ମନୋହରପୁର ପୁନର୍ବାସ ଓ ଥଇଥାନ କଲୋନୀ ର ସଚିନ ଓରାମ ଓ ସୁରେନ୍ଦ୍ର ଓରାମ, ସୂଚନା ଅନୁସାରେ ଆଜି ଦିନ 1 ଟା ସମୟରେ ସଚିନ ଓ ସୁରେନ୍ଦ୍ର ନିଜ ବାଇକ ଯୋଗେ ଛତ୍ତିଶଗଡ଼ ପଟୁ ଆସିଥିବା ବେଳେ ଅପର ପାର୍ଶ୍ଵ ଏମସିଏଲ ରୁ ଛତ୍ତିଶଗଡ଼ କୁ ଯାଉଥିବା କୋଇଲା ବୋଝେଇ ଟ୍ରଲର ସହ ମୁହାମୁହିଁ ଧକ୍କା ହୋଇଥିଲା..
ସୁନ୍ଦରଗଡ ସହର: ଟପରିଆ ଠାରେ ଟ୍ରଲର ଓ ବାଇକ ମୁହାଁମୁହିଁ ଧକ୍କା, ୨ ବାଇକ ଆରୋହୀ ଗୁରୁତର - Sundargarh Town News