ଝାରସୁଗୁଡା: ବେଲପାହାଡରେ ନିଆରା ଢଙ୍ଗରେ ଖଡୁରା ସମାଜ ପକ୍ଷରୁ ନୂଆ ବର୍ଷ ପାଳନ କରାଯାଇଥିବା ସୂଚନା
ଏକ ନିଆରl ଡଙ୍ଗରେ ପାଳନ କଲେ ନୂଆ ବରଷ l ହିନ୍ଦୁ, ମୁସିଲିମ୍, ଶିଖ ଅବା ଇସାଇ ନିଜକୁ ନ ଭାବି ଅଜିକl ବ୍ୟସ୍ତ ବିକୃତ ମଣିଷ ସମାଜ କୁ ଅଜିର ଯୁବା ପିଡି ନିଜକୁ ମାନବ ସେବା ହିଁ ପରମ ଧର୍ମ ବୋଲି ମନେ କରି ଖଡ଼ୁରl ଯୁବlମଞ୍ଚ ଝାରସୁଗୁଡ଼ା ତାର ଦ୍ୱିତୀୟ ପ୍ରୟାସ ବେଲପାହାଡ ସ୍ଥିତ takkar bapa ଅନାଥ ଆଶ୍ରମରେ 1/1/2025 ସକାଳ 9,30 ରେ ପହଞ୍ଚି ଅନାଥ ନିଷ୍ପପ ଛୋଟ ବଡ ଛୁଆଙ୍କୁ ଚକ୍ଲେଟ, ବିସ୍କୁଟ, କେକ୍ ଓ କିଛି ଫଳ ସହିତ କମ୍ବଳ କିଛି ଖା