ମଦ ନିଶାରେ ରାସ୍ତାରେ ଟଳମଳ ପୁଲିସ ବାବୁ, ଭିଡିଓ ଭାଇରାଲ !
ଉତ୍ତରପ୍ରଦେଶର ସୁଲ୍ତାନପୁରରୁ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଦିଲୀପ କୁମାର ନାମକ ଜଣେ ପୁଲିସ କର୍ମଚାରୀ ପୋଷାକ ପିନ୍ଧି ଅତ୍ୟଧିକ ମଦ ନିଶାରେ ରାସ୍ତାରେ ଟଳମଳ ହୋଇ ଚାଲୁଥିଲେ। ପୁଲିସ ବାବୁଙ୍କ ଏଭଳି ବେଶ୍ଭୂଷା ଓ ଅଶାଳନ ବ୍ୟବହାର ଦେଖି ପାଖାପାଖି ଲୋକମାନେ ଭିଡିଓ କରି ନେଇଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି।
#SultanpurNews #UPPolice #DrunkCop #ViralVideo #UPNews #YogiAdityanath #PoliceShame #TrendingNow #LawAndOrder #PublicDispute
#KalingaNews
@followers