Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ପିପିଲି: ଅଲାରପୁର ଗ୍ରାମରେ ଚାଲିଥିବା ୨ଦିନ ବ୍ୟାପି ୧୫ତମ କୁମାର ଉତ୍ସବ ଉଦଯାପିତ , ଯୋଗଦେଲେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ

Pipili, Puri | Oct 7, 2025
ପିପିଲି ବ୍ଲକ୍ ଅନ୍ତର୍ଗତ ଅଲାର ପୁର ଗ୍ରାମର ହରଦୁର୍ଗା ୟୁଥ୍ କ୍ଲବ୍ ପକ୍ଷରୁ ଗ୍ରାମରେ ଚାଲିଥିବା ୨ଦିନ ବ୍ୟାପୀ ୧୫ତମ କୁମାର ଉତ୍ସବ ଆଜି ରାତି ୧୦ଟାରେ ଉଦଜାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ରାଜ୍ୟ ଉଚ୍ଚ ଶିକ୍ଷମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସ୍ଥାନୀୟ ବିଧାୟକ ଆଶ୍ରିତ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରି ଉତ୍ସବର ଲକ୍ଷ ଓ ଉଧ୍ୟେସ ଉପରେ ମତବ୍ୟକ୍ତ କରିଥିଲେ।
ପିପିଲି: ଅଲାରପୁର ଗ୍ରାମରେ ଚାଲିଥିବା ୨ଦିନ ବ୍ୟାପି ୧୫ତମ କୁମାର ଉତ୍ସବ ଉଦଯାପିତ , ଯୋଗଦେଲେ ରାଜ୍ୟ ଉଚ୍ଚ ଶିକ୍ଷାମନ୍ତ୍ରୀ - Pipili News