#କଳି_ହେଲା_କାଳ !
#ବୋହୂ_ଉପରେ_ଗରମ_ତେଲ
ଶାଶୁ-ବୋହୂଙ୍କ କଳି… ଆଉ ତା’ପରେ ଗରମ ତେଲରେ ଜଳିଗଲା ବୋହୂ! ସାମାନ୍ୟ କଥାକୁ ନେଇ ଶାଶୁ-ବୋହୂଙ୍କ ମଧ୍ୟରେ ବଚସା… ଆଉ ଏହି ବଚସା ଏମିତି ଉଗ୍ର ରୂପ ନେଲା ଯେ, ବୋହୂଙ୍କ ଉପରକୁ ଗରମ ତେଲ ଛିଟାଯାଇଥିବା ଅଭିଯୋଗ ହୋଇଛି। ଘଟଣାଟି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ମଠନୁଆଗାଁ ଗ୍ରାମର।
#Khaira #Soro #Balasore #CrimeNews #OdishaCrime #OdishaNews #BreakingNews #CrimeUpdate #FamilyDispute #Sasubohu #BalasoreNews #KhairaNews #PoliceInvestigation #angulexpress
Anugul, Angul | Oct 4, 2026