କଟକ ପୌରାଞ୍ଚଳ: International Clean Air Day 2026: Cuttack Plastic-Free Food Festival Highlights
କଟକର ବାରବାଟୀ ଫୁଡ୍ କୋର୍ଟରେ ଅନ୍ତର୍ଜାତୀୟ ସ୍ୱଚ୍ଛ ବାୟୁ ଦିବସ-୨୦୨୬ ଅବସରରେ ପ୍ଲାଷ୍ଟିକ ମୁକ୍ତ ଖାଦ୍ୟ ମହୋତ୍ସବ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ଓ କଟକ ମହାନଗର ମେୟର ନେତୃତ୍ୱରେ ଫୁଡ୍ ଭେଣ୍ଡରଙ୍କୁ ପ୍ଲାଷ୍ଟିକ ବିକଳ୍ପ କିଟ୍ ଦିଆଯାଇ ସଚେତନ କରାଯାଇଥିଲା।