ଡେରାବିଶ: ଡେରାବିଶ ବାଲିଆ ଗ୍ରାମରେ ପୋଖରୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ
ଡେରାବିଶ ବ୍ଲକ ବାଲିଆ ଗ୍ରାମର ନିରଞ୍ଜନ ପଣ୍ଡାଙ୍କ ଏକମାତ୍ର ପୁତ୍ର ରିତେଶ ପଣ୍ଡାଙ୍କ ପୋଖରୀରେ ବୁଡ଼ି ମୃତ୍ୟୁ ହୋଇଛି । ରିତେଶ ନବମ ଶ୍ରେଣୀରେ ପାଠ ପଢୁଥିଲେ । ଘଟଣାସ୍ଥଳରେ କଂଗ୍ରେସ ନେତା ରତିକାନ୍ତ କାନୁନଗୋ ପହଞ୍ଚି ପରିବାରକୁ ସମବେଦନା ଜଣାଇଛନ୍ତି ।