Public App Logo
Jansamasya
News
Bjp
National
Police
Bihar
कांग्रेस
मौत
भाजपा
विधायक
Congress
Modi
Delhi
Viral
Odisha
दिल्ली
Breakingnews
Narendramodi
Madhya_pradesh
Pmmodi
Rahulgandhi
स्कूल
Haryana
Uttarpradesh
Cricket
शादी
Crimenews
Aap
China
Rss

ଡାବୁଗାଁ: ପାପଡାହାଣ୍ଡି ସଦର ଉମରକୋଟ ରାସ୍ତାରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ବୋଲେରୋ ଧକ୍କାରେ 2 ଜଣ ଗୁରୁତର

Dabugan, Nabarangpur | Nov 29, 2025
ପାପଡାହାଣ୍ଡି ସଦର ଉମରକୋଟ ରାସ୍ତାରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ବୋଲେରୋ ଧକ୍କାରେ 2 ଜଣ ଗୁରୁତର ହୋଇଛନ୍ତି | ସେମାନେ ହେଲେ ପାପଡାହାଣ୍ଡିର ମନୋଜ ପଟନାୟକ ଓ ଖୁଟିଗୁଡାର ସୀତାରାମ ଭତରା | ସୀତାରାମଙ୍କୁ ନବରଙ୍ଗପୁର ସ୍ଥାନାନ୍ତର ପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି | ସୂଚନା ପ୍ରକାରେ ବୋଲେରୋ kL 48 D 5844 ଆସୁଥିବା ସମୟରେ ପେଟ୍ରୋଲ ପମ୍ପ ନିକଟରେ ଏକ ସ୍କୁଟି ସହ ଧକ୍କା ହୋଇ 2 ପଥ ଆରୋହିକୁ ଧକ୍କା ହୋଇ ବୋଲେରୋ ଓଲୋଟି ପଡ଼ିଥିଲା |
ଡାବୁଗାଁ: ପାପଡାହାଣ୍ଡି ସଦର ଉମରକୋଟ ରାସ୍ତାରେ ଥିବା ଏଚପି ପେଟ୍ରୋଲ ପମ୍ପ ନିକଟରେ ବୋଲେରୋ ଧକ୍କାରେ 2 ଜଣ ଗୁରୁତର - Dabugan News