କଣ୍ଟାମାଳ: କଣ୍ଟାମାଳ ହାଇସ୍କୁଲରେ ଅନୁଷ୍ଠିତ ହେଲା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ବୌଦ୍ଧ ଜିଲ୍ଲା କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ସଡ଼କ ପରିବହନ ବିଭାଗ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ। ଟ୍ରାଫିକ ନିୟମ ଓ ସୁରକ୍ଷା ବ୍ୟବସ୍ଥା ନେଇ ଛାତ୍ରଛାତ୍ରୀଙ୍କୁ ଦିଆଗଲା ସଚେତନତା।