ଆସିକା: ହରିଡାପଦର ମଣ୍ଡଳ ବିଜେପି ସଭାପତିଙ୍କ ଉପରେ ଆକ୍ରମଣ, ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତରିତ
Asika, Ganjam | Sep 30, 2026 ହରିଡାପଦର ମଣ୍ଡଳ ବିଜେପି ସଭାପତିଙ୍କ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ। ଗୁରୁତର ଅବସ୍ଥାରେ ଆସ୍କାରୁ ବ୍ରହ୍ମପୁର ଏମ୍ କେ ସି ଜି ଡାକ୍ତରଖାନାକୁ ସ୍ଥାନାନ୍ତରିତ। ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି।