Public App Logo
Jansamasya
News
Bjp
National
Bihar
India
कांग्रेस
बीजेपी
Uttar_pradesh
विधायक
Congress
Modi
Delhi
Viral
Crime
शिक्षा
Jharkhand
Up
दिल्ली
Breakingnews
महिला
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
स्कूल
Haryana
Uttarpradesh
No video available

ଝାରସୁଗୁଡା: ଓଡିଶା ସରକାର ଙ୍କ ହକି ପ୍ରମୋଶନ କାଉନସିଲ ର ମୁଖ୍ୟ ନିବାହୀ ଅଧୂକାରୀ ତଥା ନିର୍ଦ୍ଦେଶକ ଦିପଙ୍କର ମହାପାତ୍ର ପ୍ରଥମ କରି ଝାରସୁଗୁଡା ଗସ୍ତ

Jharsuguda, Jharsuguda | Dec 29, 2024
ଓଡିଶା ସରକାର ଙ୍କ ହକି ପ୍ରମୋଶନ କାଉନସିଲ ର ମୁଖ୍ୟ ନିବାହୀ ଅଧୂକାରୀ ତଥା ନିର୍ଦ୍ଦେଶକ ଦିପଙ୍କର ମହାପାତ୍ର ପ୍ରଥମ କରି ଝାରସୁଗୁଡା ଜିଲ୍ଲା ଗସ୍ତ କରି ଏଚ୍ କଂଟାପାଲି ହକି ଷ୍ଟାଡିୟମ ପରିଦର୍ଶନ କରିଛନ୍ତି । ଜିଲ୍ଲା ପ୍ରଶାସନର ନିଜସ୍ୱ ଚେଷ୍ଟାରେ ହକି ଷ୍ଟ୍ରାଡିୟମ ନିର୍ମାଣ କରା ଯାଇ ଦକ୍ଷ ପ୍ରଶିକ୍ଷକଙ୍କ ଦ୍ବାରା ଦିଆ ଯାଉଥ‌ିବା ପ୍ରଶିକ୍ଷଣ ବିଷୟରେ ବୁଝି ସନ୍ତୋଷ ପ୍ରକାଶ କରି ଥିଲେ ।