Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

କୋରାପୁଟ ସହର: କୋରାପୁଟ ଟାଉନ୍ ହଲରେ ବ୍ଳକ୍ ସ୍ତରୀୟ ପରବ ୨୦୨୫ ଉଦଯାପିତ, ପ୍ରତିକ୍ରିୟା ରଖିଛନ୍ତି ବିଡ଼ିଓ

Koraput Town, Koraput | Dec 3, 2025
କୋରାପୁଟ ଟାଉନ୍ ହଲରେ ବ୍ଳକ୍ ସ୍ତରୀୟ ପରବ ୨୦୨୫ ଉଦଯାପନୀ ହୋଇଯାଇଛି। ଆଜି ରାତି ୮ ଟା ପର୍ଯ୍ୟନ୍ତ କୋରାପୁଟ ଟାଉନ୍ ହଲରେ ବ୍ଳକ୍ ସ୍ତରୀୟ ପରବ ୨୦୨୫ ନେଇ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଆଦିବାସୀ ନାଚ ଗିତରେ ଦୁଲକିଥିଲା କୋରାପୁଟ ବ୍ଳକ୍ ସ୍ତରୀୟ ପରବ ଉଦଯାପନୀ ମଞ୍ଚ ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଡ଼ିଓ

MORE NEWS

ବୋରିଗୁମ୍ମା-ସରକାରୀ ବିଦ୍ୟାଳୟ ର ଶିକ୍ଷକଙ୍କ ନାରେ 
ଜଣେ ନବମ ଶ୍ରେଣୀ ଛାତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ।ଶିକ୍ଷକ ଜଣକ ତାଙ୍କୁ  ଦୁଷ୍କର୍ମ  କରିବା ପାଇଁ ଉଦ୍ୟମ କରିଥିବା ନେଇ  ବୋରିଗୁମ୍ମା ଥାନା ରେ ଅଭିଯୋଗ କରିଛନ୍ତି। ଜୟନ୍ତୀଗିରି ଆଦର୍ଶ ବିଦ୍ୟାଳୟ ରୁ  ଆସିଛି ଏଭଳି ଦୃଶ୍ୟ।  ଉକ୍ତ ବିଦ୍ୟାଳୟର କମ୍ପୁଟର ଶିକ୍ଷକଙ୍କ ନା ରେ ବୋରିଗୁମ୍ମା ଥାନାରେ ଅଭଯୋଗ କରିଛନ୍ତି  ସମ୍ପୃକ୍ତ ଛାତ୍ରୀl ଅଭିଯୋଗ ପରେ ବୋରିଗୁମ୍ମା  SDPO ଏବଂ IIC ବିଦ୍ୟାଳୟ ରେ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଥିବାର ଜଣା ପଡ଼ିଛି।

ବୋରିଗୁମ୍ମା-ସରକାରୀ ବିଦ୍ୟାଳୟ ର ଶିକ୍ଷକଙ୍କ ନାରେ ଜଣେ ନବମ ଶ୍ରେଣୀ ଛାତ୍ରୀ ଆଣିଲେ ସଙ୍ଗୀନ ଅଭିଯୋଗ।ଶିକ୍ଷକ ଜଣକ ତାଙ୍କୁ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିବା ନେଇ ବୋରିଗୁମ୍ମା ଥାନା ରେ ଅଭିଯୋଗ କରିଛନ୍ତି। ଜୟନ୍ତୀଗିରି ଆଦର୍ଶ ବିଦ୍ୟାଳୟ ରୁ ଆସିଛି ଏଭଳି ଦୃଶ୍ୟ। ଉକ୍ତ ବିଦ୍ୟାଳୟର କମ୍ପୁଟର ଶିକ୍ଷକଙ୍କ ନା ରେ ବୋରିଗୁମ୍ମା ଥାନାରେ ଅଭଯୋଗ କରିଛନ୍ତି ସମ୍ପୃକ୍ତ ଛାତ୍ରୀl ଅଭିଯୋଗ ପରେ ବୋରିଗୁମ୍ମା SDPO ଏବଂ IIC ବିଦ୍ୟାଳୟ ରେ ପହଂଚି ଘଟଣା ର ତଦନ୍ତ ଆରମ୍ଭ କରିଥିବାର ଜଣା ପଡ଼ିଛି।

Koraput Town, Koraput | Jul 18, 2026

ବୋରିଗୁମ୍ମା-କୁମୁଲି ରାସ୍ତା ନିକରରେ ବ୍ରିଜ ନିର୍ମାଣ ଧୀନ ରହିଛି। ଯାତାୟତ ପାଇଁ ଏକ ଅସ୍ଥାୟୀ  ଡାଇଭରସନ ରାସ୍ତା ନିର୍ମାଣ ହୋଇଥିବା ବେଳେ ବର୍ଷା ଦିନରେ ସେହି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି।ଫଳରେ ଲୋକେ ଏବଂ ସ୍କୁଲ ଛତ୍ର ଛାତ୍ରୀ ବହୁ କଷ୍ଟ ରେ ଯାତାୟତ କରୁଛନ୍ତି।

ବୋରିଗୁମ୍ମା-କୁମୁଲି ରାସ୍ତା ନିକରରେ ବ୍ରିଜ ନିର୍ମାଣ ଧୀନ ରହିଛି। ଯାତାୟତ ପାଇଁ ଏକ ଅସ୍ଥାୟୀ ଡାଇଭରସନ ରାସ୍ତା ନିର୍ମାଣ ହୋଇଥିବା ବେଳେ ବର୍ଷା ଦିନରେ ସେହି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି।ଫଳରେ ଲୋକେ ଏବଂ ସ୍କୁଲ ଛତ୍ର ଛାତ୍ରୀ ବହୁ କଷ୍ଟ ରେ ଯାତାୟତ କରୁଛନ୍ତି।

Koraput Town, Koraput | Jul 18, 2026

ଭିଡି ୟୁନିଭେର୍ସିଟି ସହ OKCL ଏମ୍ଓୟୁ ସ୍ଵାକ୍ଷରିତ @amoodishalive #news #jeypore #vduniversity #OKCL #highlightseveryone #nonfollowers

ଭିଡି ୟୁନିଭେର୍ସିଟି ସହ OKCL ଏମ୍ଓୟୁ ସ୍ଵାକ୍ଷରିତ @amoodishalive #news #jeypore #vduniversity #OKCL #highlightseveryone #nonfollowers

Koraput Town, Koraput | Jul 18, 2026

କୋରାପୁଟ ସହର: କୋରାପୁଟ ଟାଉନ୍ ହଲରେ ବ୍ଳକ୍ ସ୍ତରୀୟ ପରବ ୨୦୨୫ ଉଦଯାପିତ, ପ୍ରତିକ୍ରିୟା ରଖିଛନ୍ତି ବିଡ଼ିଓ - Koraput Town News