ଛତ୍ରପୁର: ବ୍ରହ୍ମପୁରରେ ସେବା ସଂକଳ୍ପ ଅଭିଯାନ: ୧୧୨ ୟୁନିଟ ରକ୍ତ ସଂଗ୍ରହ
ବ୍ରହ୍ମପୁରରେ ସେବା ସଂକଳ୍ପ ଅଭିଯାନ 2026 ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରକ୍ତଦାନ ଓ ଚକ୍ଷୁ ପରୀକ୍ଷା ଶିବିର ଆୟୋଜିତ ହୋଇଛି। ଏଥିରେ 112 ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ 200ରୁ ଅଧିକ ଲୋକଙ୍କ ଚକ୍ଷୁ ପରୀକ୍ଷା କରାଯାଇଛି।