ସୋର: ସୋର ବେଗୁନିଆ ବ୍ରିଜ ଉପରେ ଟ୍ରକ ଦୁର୍ଘଟଣାଗ୍ରସ୍ତ
Soro, Balasore | Oct 10, 2026 ସୋର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ବେଗୁନିଆ ବ୍ରିଜ ଉପରେ ଏକ ଟ୍ରକ ଓଲଟି ପଡ଼ିଛି। ବାଲେଶ୍ଵର ଯାଉଥିବା ବେଳେ ଟ୍ରକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଆହତ ଡ୍ରାଇଭର ଓ ହେଲ୍ପରଙ୍କୁ ସୋର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।