🚨 ରାମପୁର କେନାଲ ଛକରେ ଅବକାରୀ ବିଭାଗର ରେଡ୍! 🚔
ଖଇରା ଅବକାରୀ ଥାନା ପକ୍ଷରୁ ଚଢ଼ାଉ ବେଳେ ୫୦ ଲିଟର ଦେଶୀ ମଦ ସହ ଗୋଟିଏ ମୋଟର ସାଇକେଲ ଜବତ। ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୯୦ ହଜାରରୁ ଊର୍ଦ୍ଧ୍ୱ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି।
📍 ଖଇରା | ବାଲେଶ୍ୱର
ଏହି ଘଟଣା ଉପରେ ଆପଣଙ୍କ ମତ କ’ଣ? 👇
Like 👍 | Share 🔄 | Follow 🔔 RCN ODIA
#Khaira #Balasore #ExciseRaid #OdiaNews #OdishaNews #RCNODIA #BreakingNews #ଦେଶୀମଦ #ଅବକାରୀଚଢ଼ାଉ #ବାଲେଶ୍ୱର #ଖଇରା
Bhadrak Rural, Bhadrak | Sep 20, 2026